Jump to content

ନବଶକ୍ତି

ଉଇକିଅଭିଧାନ‌ରୁ

ନବଶକ୍ତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନୂତନ ଶକ୍ତି ବା ବଳ — ୧. New or fresh vigour or strength.
୨. ହିନ୍ଦୁପୁରାଣ ମତରେ ବିଶ୍ୱନିୟନ୍ତ୍ରୀ ନଅ ଗୋଟି ଶକ୍ତି— ରୂପିଣୀ ଦେବତା —୨. The nine personifications of the engry guiding the Universe according to the Hindus.

[ଦ୍ରଷ୍ଟବ୍ୟ —ନବଶକ୍ତି ଯଥା—ପ୍ରଭା, ମାୟା, ଜୟା, ସୂକ୍ଷ୍ମା, ବିଶୁଦ୍ଧା, ନନ୍ଦିନୀ, ସୁପ୍ରଭା, ବିଜୟା ଓ ସର୍ବସିଦ୍ଧିକା; ମତାନ୍ତରେ ବିମଳା, ଉତ୍କର୍ଷିଣୀ, ଜ୍ଞାନକ୍ରିୟା, ଯୋଗା, ପ୍ରହୀ, ସତ୍ୟା, ଈଶାନା, ଅନୁଗ୍ରହା ଓ ବିରଜା ]

ଅନ୍ୟେ ବଦନ୍ତି ନବଶକ୍ତି; ଯେ ଅବା ଛନ୍ତି ପାଞ୍ଚରାତ୍ରି ଭାଗବତ