Jump to content

ନବଶିକ୍ଷିତ

ଉଇକିଅଭିଧାନ‌ରୁ

ନବଶିକ୍ଷିତ

ଉଚ୍ଚାରଣ

[ସମ୍ପାଦନା]
(ନବଶିକ୍ଷିତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(କର୍ମଧା; ନବଶିକ୍ଷିତ)

[ସମ୍ପାଦନା]
୧. ନୂଆଶିଖାଳି; ଯେ କୌଣସି ବିଦ୍ୟା ନୂଆ ଶିଖିଅଛି — ୧. Nocvice.
୨. ଆଧୁନିକ ରୀତିରେ ଶିକ୍ଷା ପ୍ରାପ୍ତ — ୨. Educated in morden methods.