Jump to content

ନବା

ଉଇକିଅଭିଧାନ‌ରୁ

ନବା

ଉଚ୍ଚାରଣ

[ସମ୍ପାଦନା]
(ନବା—ପୁଂ) 

ସଂସ୍କୃତ - ବିଶେଷଣ - ସ୍ତ୍ରୀ(ନବ+ସ୍ତ୍ରୀ. ଆ)

[ସମ୍ପାଦନା]

ନବର ସ୍ତ୍ରୀଲିଙ୍ଗ — Feminine pf Nabā

ଦେଶଜ - ବିଶେଷ୍ୟ -(ସଂସ୍କୃତ - ନବମ)

[ସମ୍ପାଦନା]
୧. ନଅ ବିନ୍ଦୁଯୁକ୍ତ ତାସ୍; ନହଲା —୧. (in card playing) The card containing nine Points.
୨. (ଅନାଦରାର୍ଥକ) ନବକିଶୋର ବା ନବଘନର ଡାକନାମ — ୨. Name for calling Nabakiṡora or Nabaghana.
୩. (ସଂସ୍କୃତ - ନବା)ନବୀନା; ନବଯୁବତୀ —୩. A girl in the hey-day of youth.

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ନୀ ଧାତୁ)

[ସମ୍ପାଦନା]

ଗ୍ରହଣ କରିବା; ନେବା — ୧. Talking; accepting.

୨. ବହନ କରିବା —୨. Carrying.

ଗ୍ରାମ୍ୟ - କ୍ରିୟାପଦ - (ସଂସ୍କୃତ - ନୀ ଧାତୁ)

[ସମ୍ପାଦନା]

'ନେବା' (ଦେଖ) - Nebā (See)

[ଦ୍ରଷ୍ଟବ୍ୟ — ସଂସ୍କୃତ - ନୀ ଧାତୁର ଲେଖା ହେବା କ୍ରିୟାବାଚକ ଆକାର 'ନେବା' ଓ କଥାବାର୍ତ୍ତାରେ ବ୍ୟବହୃତ ଆକାର 'ନବା'; ତୁଳ. ଦେବା କ୍ରିୟାର କଥିତ ଆକାର 'ଦେବା']