Jump to content

ନବାଂଶ

ଉଇକିଅଭିଧାନ‌ରୁ

ନବାଂଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନବ+ଅଂଶ)

[ସମ୍ପାଦନା]

(ଫଳିତ ଜ୍ୟୋତିଷ) ମେଷାଦି ଦ୍ୱାଦଶ ରାଶି ବା ଲଗ୍ନର ପ୍ରତ୍ୟେକକର ନବମଭାଗର ଏକ ଏକଭାଗ —(astrology) One ninth of each of the ୧୨ Lagn as or natal signs of one's horoscope.

[ଦ୍ରଷ୍ଟବ୍ୟ —ଜାତକରେ ଏହି ନବାଂଶଦ୍ୱାରା ଶିଶୁର ଭବୀ ଜୀବନର ବିଷୟମାନ ନିର୍ଣ୍ଣୟ କରାଯାଏ ]