ନବାଙ୍କ ବେଢ଼ା
ଦେଖଣା
ନବାଙ୍କ ବେଢ଼ା
ଉଚ୍ଚାରଣ
[ସମ୍ପାଦନା](ନବାଙ୍କ ଯାତ୍ରା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯାତ୍ରାବିଶେଷ — One of the festivals of Lord Jagannath.
[ଦ୍ରଷ୍ଟବ୍ୟ — ସୌର ପୌଷ ବା ଧନୁମାସର ଶେଷ ଦିନ ଏ ଯାତ୍ରା ହୁଏ ତହିଁ ଆରଦିନଠାରୁ ସୂର୍ଯ୍ୟ ଦେବଙ୍କର ହିନ୍ଦୁ ଜ୍ୟୋତିଃଶାସ୍ତ୍ରୋକ୍ତ ଉତ୍ତରାୟଣ ଗତି ଅନୁସାରେ ନୂତନ ବର୍ଷାରମ୍ଭ ହୋବାରୁ ସମ୍ଭବତଃ ଏହି ଯାତ୍ରାର ଏପରି ନାମକରଣ ହୋଇଅଛି ]