Jump to content

ନବାଙ୍ଗପାଚନ

ଉଇକିଅଭିଧାନ‌ରୁ

ନବାଙ୍ଗପାଚନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନଅ ଗୋଟି ଔଷଧ ଦ୍ରବ୍ୟ (ଶୁଣ୍ଠି, ପିପ୍ପଳି, ମରିଚ, ହରିଡ଼ା, ବାହାଡ଼ା, ଅଅଁଳା, ଚବ୍ୟ, ଚିତା ଓ ବାଇବିଡ଼ଙ୍ଗ ସିଦ୍ଧ ହୋଇ ପ୍ରସ୍ତୁତ ହେବା ପାଚନ —A decoction made of nine ingredients.