Jump to content

ନବାଥବା

ଉଇକିଅଭିଧାନ‌ରୁ

ନବାଥବା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ)ବି

[ସମ୍ପାଦନା]

ପେଚା ଜାତୀୟ ଏକପ୍ରକାର ଚଢ଼େଇ — A bird belonging to the class of the owl.

[ଦ୍ରଷ୍ଟବ୍ୟ — ଦୂରରେ ଥାଇ ଗୋଟିଏ ଚଢ଼େଇ ବୋବାଏ 'ନବା'; ଆଉ ଗୋଟିଏ ଜବାବ୍ ଦିଏ 'ଥବା' ଏ ପକ୍ଷୀ ହୁଁହାଁ ଚଢ଼େଇ ପରି ଏହାର ଶବ୍ଦ ଅଶୁଭସୂଚକ ]