Jump to content

ନବାନ୍ନ

ଉଇକିଅଭିଧାନ‌ରୁ

ନବାନ୍ନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ନବ+ଅନ୍ନ)

[ସମ୍ପାଦନା]
୧. ନୂଆ ଖିଆ; କୌଣସି ବର୍ଷର ଆମଦାନି ହୋଇ ଥିବା ନୁଆ ଧାନର ଚୂଡ଼ା ବା ନୂଆ ଚାଉଳର ଭାତ ଖଇବା ଉପଲକ୍ଷରେ ଗୃହସ୍ଥର ଉତ୍ସବବିଶେଷ —୧. A feast when the house-holder partakes of the rice or chuṟḍ̠ā of the new year's paddy.

[ଦ୍ରଷ୍ଟବ୍ୟ — ଏ ଉତ୍ସବରେ ଗୃହସ୍ଥ ପିତୃଦେବତା, ଅତିଥି, ଜ୍ଞାତି ଓ ବନ୍ଧୁମାନଙ୍କୁ ଅର୍ଚ୍ଚନା କରନ୍ତି ]

୨. ସଦ୍ୟ ରନ୍ଧା ଯାଇଥିବା ଭାତ; ତଟକା ଭାତ — ୨. Fresh boiled rice.