ନବାମ୍ୱିକା
ଦେଖଣା
ନବାମ୍ୱିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (କର୍ମାଧା; ନବ+ଅମ୍ୱିକା)
[ସମ୍ପାଦନା]- ୧. ନବଦୁର୍ଗା (ଦେଖ) - ୧. Nabadurgā (See).
- ୨. ନଅ ପ୍ରକାର ଶକ୍ତି—ମୂର୍ତ୍ତି —୨. The ୯ incarnations of the essential energy of the unverse personified as mother of the universe.
[ଦ୍ରଷ୍ଟବ୍ୟ — ନବଦୁର୍ଗା—ବ୍ରାହ୍ମଣୀ, ମାହେଶୀ, କୌମାରୀ, ବୈଷ୍ଣବୀ, ବାରାହୀ, ଲୃନାରସିଂବ, ମାହେନ୍ଦ୍ରୀ, ଚଣ୍ଡିକା ଓ ମହାଲକ୍ଷ୍ମୀ ]