Jump to content

ନବାହ

ଉଇକିଅଭିଧାନ‌ରୁ

ନବାହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ନବ+ଅହନ୍=ଦିନ)

[ସମ୍ପାଦନା]
୧. ନଅ ଦିନ — ୧. Nine days.
୨. ନବମ ଦିନ —୨. Ninth day.
୩. ନଅ ଦିନରେ ସମାପ୍ୟ କାର୍ଯ୍ୟ —୩. A work which takes ୯ day to be completed.
୪. ସୁନିଆଁ; ବର୍ଷର ପ୍ରଥମ ଦିନ — ୪. New year's day.
୫. ପକ୍ଷର ପ୍ରଥମ ତିଥି; ପ୍ରତିପଦ୍ — ୫. The first day of a fortnight (Apte).
୬. ନଅ ଦିନରେ ସମାପନୀୟ ରାମାୟଣ ପାଠ (ହିନ୍ଦୀ - ଶ) — ୬. A reading through of the Rāmāyaṇa which is finished in nine days.