ବୈଦେଶିକ - ବିଶେଷ୍ୟ - (ଫାରାସୀ - ନବୀସ)
[ସମ୍ପାଦନା]
- ୧. ଲେଖକ — ୧. Writer.
- ୨. ଯେଉଁ ବ୍ୟକ୍ତି କୌଣସି ଲେଖା କାର୍ଯ୍ୟ କରେ — ୨. A person who does a certain writing.
[ଦ୍ରଷ୍ଟବ୍ୟ — ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ନକଲ ନବିସ, ତାଇଜ ନବିସ, ତଉଜୀ ନବିସ୍ , ଅରଜୀ ନବିସ୍ ଇତ୍ୟାଦି ]