ନବୀ
ଦେଖଣା
ନବୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]ସ୍ତ୍ରୀ ଲୋକଙ୍କ ନାମ —Name given to females.
ବୈଦେଶିକ - ବିଶେଷ୍ୟ - (ଆରବୀ - ନବୀହ୍)
[ସମ୍ପାଦନା]- ୧. ମୁସଲମାନଙ୍କ ମତରେ ପୃଥିବୀକୁ ଈଶ୍ୱରଙ୍କ ପ୍ରେରିତ ଦୂତ; ପୟଗମ୍ୱର — ୧. God's messenger on earth.
- ୨. ଭବିଷ୍ୟଦ୍ ବକ୍ତା —୨. A prophet.
- ୩. ଧର୍ମ—ସଂସ୍କାରକ —୩. A religious reformer.