Jump to content

ନବୀନ

ଉଇକିଅଭିଧାନ‌ରୁ

ନବୀନ

ଉଚ୍ଚାରଣ

[ସମ୍ପାଦନା]
(ନବୀନା—ସ୍ତ୍ରୀ) 

(ବୀପରୀତ—ପ୍ରାଚୀନ)

  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନବ+ସ୍ୱାର୍ଥରେ ଈନ)

[ସମ୍ପାଦନା]
୧. ନୂତନ — ୧. New.
୨. ଅଳ୍ପବୟସ୍କ — ୨. Young.
୩. ଯୁବକ; ତରୁଣ —୩. Youthful; adolescent.
୪. ସଜ; ତଟକା —୪. Fresh.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପୁରୁଷଙ୍କୁ ଦିଆଯିବା ନାମ —Name given to males.