ନବୋଢ଼ା
ଦେଖଣା
ନବୋଢ଼ା
ଉଚ୍ଚାରଣ
[ସମ୍ପାଦନା](ନବ ପାଣିଗ୍ରହଣା—ଅନ୍ୟରୁପ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ(ନବ+ଊଢା=ବିବାହିତା)
[ସମ୍ପାଦନା]ନବବିବାହିତା (ବାଳିକା) — Newly wedded; newly married (girl).
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ନବବିବାହିତା କନ୍ୟା; ନୂଆବୋହୁ; ନବବଧୂ —୧. A bride;a newly married (girl).
- ୨. କନ୍ୟା ନାଟକାଦରେ ମୁଗ୍ଧା ନାୟିକା ଶ୍ରେଣୀର ଅନ୍ତର୍ଗତ ଜ୍ଞାତଯୌବନା ନାୟିକାବିଶେଷ,ଯେ ଲଜ୍ଜା ଓ ଭୟ ଯୋଗୁଁ ନାୟକର ପାଖକୁ ଯିବାକୁ ଇଚ୍ଛୁକ ନୁହେଁ (ହିନ୍ଦୀ - ଶବ୍ଦସାଗର) —୨. A class of heroines of romance of fiction who has recently attained puberty and dose not wish to meet her lover owing to bashfulness and fear.