Jump to content

ନବୋଦ୍ଧୃତ

ଉଇକିଅଭିଧାନ‌ରୁ

ନବୋଦ୍ଧୃତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (କର୍ମଧା; ନବ+ଉଦ୍ଧୃତ)

[ସମ୍ପାଦନା]

ନୂଆ ହୋଇ ଉଦ୍ଧାର କରାଯାଇଥିବା;ଅଳ୍ପଦିନ ହେଲା ଯାହାର ଉଦ୍ଧାରସାଧନ ହୋଇଥାଏ — Newly extracted or brought out or delivered.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନବନୀତ; ଲହୁଣୀ —Butter.