Jump to content

ନବ୍ୟସଭ୍ୟ

ଉଇକିଅଭିଧାନ‌ରୁ

ନବ୍ୟସଭ୍ୟ

ଉଚ୍ଚାରଣ

[ସମ୍ପାଦନା]
(ନବ୍ୟସଭ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଆଧୁନିକ ପ୍ରୟୋଗ)

[ସମ୍ପାଦନା]
୧. ଆଧୁନିକ ସଭ୍ୟତାରେ ଶିକ୍ଷିତ ଓ ଦୀକ୍ଷିତ ହୋଇଥିବା — ୧. Trained in the ways of modern civilization.
୨. ଆଧୁନିକ କାଇଦାରେ ତାଲିମ୍ ହୋଇଥିବା — ୨. New-fangled.