ନବ ଧାତୁ
ନଅଗୋଟି ଧାତୁଦ୍ରବ୍ୟ— (ଯଥା—ସୁନା, ରୂପା, ତମ୍ୱା, ରଙ୍ଗ, ଲୌହ, ସୀସା, କଂସା, ଦସ୍ତା ଓ ପାରା) —Nine principal metals.