ନବ ବିଷ
ଆୟୁର୍ବେଦ ଅନୁସାରେ ନଅପ୍ରକାର ବିଷ(ଯଥା— ବତ୍ସନାଭ, ହାରିଦ୍ରିକ, ସକ୍ତକ, ପ୍ରଦୀପନ ସୌରାଷ୍ଟ୍ରିକ, ଶୃଙ୍ଗକ, କାଳକୂଟ, ହଳାହଳ ଓ ବ୍ରହ୍ମା— ପୁତ୍ର—ହିନ୍ଦୀ - ଶବ୍ଦସାଗର) — Nine kinds of poison mentioned in the Ayurbeda.