ନଭ
ଦେଖଣା
ନଭ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନଭ୍ ଧାତୁ+ଅ;ଯେ ପ୍ରଳୟରେ ମଧ୍ୟ ନଷ୍ଟ ନ ହୁଏ)
[ସମ୍ପାଦନା]- ୧. ସ୍ୱର୍ଗ —୧. Heaven.
- ୨. ଗଗନ; ଆକାଶ —୨. The sky; the heavens.
- ୩. ଶୂନ୍ୟ —୩. The space.
- ୪. ଭୁପୃଷ୍ଠରେ ବହିବା ବାୟୁ;ଆବହ ବାୟୁ — ୪. Atmosphere; the air enveloping the globe.
- ୫. ଶ୍ରାବଣ ମାସ —୫. The month of Ṡrābaṇa (guly and August).
ଦୃଷ୍ଟି କାରଣ ଛାତ୍ର ନ ପକଡି ନ ମାନେ ନଭ ମାସ ନିଶା ଝଡ କବିସୂର୍ଯ୍ୟ. ସଙ୍ଗୀତ
- ୬. ଋଷିବିଶେଷ —୬. Name of a sage.
- ୭. ମେଘ —୭. Cloud.
- ୮. ପକ୍ଷୀ —୮. Bird.
- ୯. ଘ୍ରାଣ —୯. Scent.
- ୧. (ଫଳତ ଜ୍ୟୋତିଷ)ଜନ୍ମ କୁଣ୍ଡଳୀରେ ଲଗ୍ନର ଦଶମସ୍ଥାନ ୧୦. (astrology)The tenth place counted from one's natal sign.
- ୧୧. ଭାଦ୍ରମାସ (ହିନ୍ଦୀ - ଶ.) —୧୧. The month of Bhādra (August spember).
- ୧୨. ଆଶ୍ରୟ; ଆଧାର — ୧୨. Shelter; refuge; receptacle.
- ୧୩. ରାଜା ନଳଙ୍କର ଏକପୁତ୍ର — ୧୩. Name of a son of king naḻa.
- ୧୪. ଅଭ୍ରକ (ହିନ୍ଦୀ - ଶ) —୧୪. Mioa.
- ୧୫. ବର୍ଷା (ହିନ୍ଦୀ - ଶ.) —୧୫. Rain.
- ୧୬. ମୃଣ୍ଡାଳ ସୁତ୍ର (ହିନ୍ଦୀ - ଶ.) — ୧୬. The fibre of the stalk of lotus.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ହିଂସ୍ରକ (ହିନ୍ଦୀ - ଶ.) —Malignant.