Jump to content

ନଭଃସରିତ୍

ଉଇକିଅଭିଧାନ‌ରୁ

ନଭଃସରିତ୍

ଉଚ୍ଚାରଣ

[ସମ୍ପାଦନା]

(ନଭୋନଦୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ ଷ୍ଠୀ ତତ୍;ନଭଃ+ସରିତ୍)

[ସମ୍ପାଦନା]
୧. ସ୍ୱର୍ଗଗଙ୍ଗା — ୧. The Ganges said to flow in the heaven.
୨. ଆକାଶରେ ରାତିରେ ଦେଖାଯିବା ଘନସନ୍ନିବିଷ୍ଟ ନକ୍ଷତ୍ର ପୂଞ୍ଜ ରଚିତ ମାର୍ଚ; ଛାୟାପଥ —୨. The milky way; the galaxy.