Jump to content

ନଭଶ୍ଚମସ

ଉଇକିଅଭିଧାନ‌ରୁ

ନଭଶ୍ଚମସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନଭଃ=ସ୍ୱର୍ଗ+ଚମତ୍ର=ଯଜ୍ଞପାତ୍ରବିଶେଷ)

[ସମ୍ପାଦନା]
୧. ଚନ୍ଦ୍ର —୧. The Moon.
୨. ଇନ୍ଦ୍ରଜାଲ —୨. Magic.
୩. ଚିତଉ ପିଠା —୩. A kind of cake.
୪. ନାନା ବର୍ଣ୍ଣବିଶିଷ୍ଟ ପିଷ୍ଟକ — ୪. A kind of multi-coloured cake.