ନଭଶ୍ଚର
ଦେଖଣା
ନଭଶ୍ଚର
ଉଚ୍ଚାରଣ
[ସମ୍ପାଦନା](ନଭଶ୍ଚରୀ—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁ(ନଭସ୍+ଚର୍ ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ଶୂନ୍ୟଚାରୀ; ଶୂନ୍ୟବିହାରୀ; ଆକାଶଚର —Moving in the sky; aerial.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ପକ୍ଷୀ —୧. Bird.
- ୨. ଦେବେ, ଗନ୍ଧର୍ବ ବିଦ୍ୟାଧର ପ୍ରଭୃତି —୨. Celestial beings; the deities and demigods; aerial beings.
- ୩. ଗ୍ରହ ନକ୍ଷତ୍ରାଦି —୩. Planets and stars.
- ୪. ରାକ୍ଷାସ ଓ ଭୁତ ପ୍ରେତାଦି — ୪. Aerial spirits; ghosts; demons.
- ୫. ପବନ; ବାୟୁ —୫. The wind; the air.
- ୬. ମେଘ —୬. The clouds.
- ୭. ସୂର୍ଯ୍ୟ —୭. The sun.
- ୮. ଶୂନ୍ୟ ବିମାନ; ଆକାଶଯାନ —୮. Aeroplane.