Jump to content

ନଭସ୍ତଳ

ଉଇକିଅଭିଧାନ‌ରୁ

ନଭସ୍ତଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ନାଭସ୍+ତଳ)

[ସମ୍ପାଦନା]
୧. ଆକାଶର ଦେହ — ୧. The surface of the sky.
୨. ନଭଃସ୍ଥଳ; ଗଗନତଳ; ଆକାଶମଣ୍ଡଳ — ୨. The vault of heaven; the sky; the space.