Jump to content

ନଭୁତ

ଉଇକିଅଭିଧାନ‌ରୁ

ନଭୁତ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - 'ନଭୂତୋ ନ ଭବିଷ୍ୟତି' ପ୍ରବଚନର ଆଦ୍ୟ ପଦ)

[ସମ୍ପାଦନା]
୧. ଆଦୃଷ୍ଟପୂର୍ବ (ବିଷୟ) —୧. Unseen (thing).
୨. ଯାହାଘଟି ନଥିଲା; ଅଭ୍ଭୁତ —୨. Wonderful.
୩. ଅସାଧାରଣ —୩. Unusual.
୪. ଅସମ୍ଭବ —୪. Impossible; improbable.