Jump to content

ନଭୋଗ

ଉଇକିଅଭିଧାନ‌ରୁ

ନଭୋଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ନଭସ୍+ଗମ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଆକାଶବିହାରୀ; ନଭଶ୍ଚର —Moving in the air; soaring;sky-going.


ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ନଭଗ (ଦେଖ) - —Nabhaga (see)