ନଭୋଗତି
(ନଭୋଗମନ—ଅନ୍ୟରୂପ)
ବିମାନାଦିରେ ଆକାଶପଥରେ ବିଚରଣ — ୧. Movement in the sky.
ନଭଶ୍ଚର (ଦେଖ) - —Nabhaṣchara (See)