Jump to content

ନଭୋଲିହ

ଉଇକିଅଭିଧାନ‌ରୁ

ନଭୋଲିହ

ଉଚ୍ଚାରଣ

[ସମ୍ପାଦନା]
(ନଭୋଲିହା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ଓ କ୍ଳୀ(ନଭସ୍+ଲିହ୍ ଧାତୁ=ଚାଟିବା+ କର୍ତ୍ତୃ. ଅ

[ସମ୍ପାଦନା]
୧. ଗଗନସ୍ପର୍ଶୀ —୧. Touching the sky; cloud-capt.
୨. ଅତ୍ୱଚ୍ଚ —୨. Very lofty.