ନମକମାହାଲ
ଦେଖଣା
ନମକମାହାଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ନମକ୍ ମହଲ୍)
[ସମ୍ପାଦନା]- ୧. ଯେଉଁ ଅଞ୍ଚଳରୁ ସରକାରଙ୍କ ତତ୍ତ୍ୱବଧାନରେ ଲୁଣ ମରାଯାଏ ଓ ଗଭର୍ଣ୍ଣମେଣ୍ଟଙ୍କର ଶୁକ୍ଳ ଆମଦାନି ହୁଏ — ୧. An estate from which Goverment derives salt revenue for manufacture of salt.
ଅନ୍ୟାନ୍ୟ ମହାକୁମାରେ ନିଯୁକ୍ତ କର୍ମଚାରୀଠାରୁ ନିମକ ମାହାଲରେ ନିଯୁକ୍ତ ଅମଲା ସଂଖ୍ୟା ଅଥିକ ଫକୀରମୋହନ. ସ୍ୱଳ୍ପଗଳ୍ପ
- ୨. ନିମକ ବିଭାଗ —୨. Salt Department.