Jump to content

ନମସ୍କାରୀ

ଉଇକିଅଭିଧାନ‌ରୁ

ନମସ୍କାରୀ

ଉଚ୍ଚାରଣ

[ସମ୍ପାଦନା]
(ନମସ୍କାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନମସ୍+କୃ ଧାତୁ+କର୍ତ୍ତୃ. ଇନ୍;୧ମା ୧ବ)

[ସମ୍ପାଦନା]

ନମସ୍କର୍ତ୍ତା; ନମସ୍କାର କରିବା ବ୍ୟକ୍ତି — Saluting.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଲାଜକୁଳୀ ଲତା;ଲଜ୍ଜାଳୁ ଲତା — ୧. A sensitive plant; Mimosa Pudica.
୨. ବରାହକ୍ରାନ୍ତା (ହିନ୍ଦୀ - ଶବ୍ଦସାଗର) (ଦେଖ) - ୨. Barāhakrāntā (See)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନମସ୍କାର;ନମସ୍କାର ବେଳେ ଦିଆଯିବା ହେତୁ)

[ସମ୍ପାଦନା]

ସଲାମି; ଦର୍ଶନୀ; ପ୍ରଣାମି; ପ୍ରଥମ ନମସ୍କାର କରିବା ସମୟରେ ମାନ୍ୟବ୍ୟକ୍ତିଙ୍କୁ ଦିଆଯିବା ଉପଢୌକନ — A present given to a revered person by the saluter at the time of salutation.