Jump to content

ନମସ୍କାର୍ଯ୍ୟ

ଉଇକିଅଭିଧାନ‌ରୁ

ନମସ୍କାର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]
(ନମସ୍କାର୍ଯ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ନମସ୍+କୃ ଧାତୁ+କର୍ମ. ଯ)

[ସମ୍ପାଦନା]

ନମସ୍ୟ; ନମସ୍କରଣୀୟ; ପୂଜନୀୟ — Worthy of reverence or salutation.