Jump to content

ନମସ୍ୟ

ଉଇକିଅଭିଧାନ‌ରୁ

ନମସ୍ୟ

ଉଚ୍ଚାରଣ

[ସମ୍ପାଦନା]
(ନମସ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ନମସ୍+କର୍ମ. ଯ)

[ସମ୍ପାଦନା]

ବନ୍ଦନୀୟ; ନମସ୍କାର ଯୋଗ୍ୟ; ନମସ୍କାରଣୀୟ — Venerable; worthy of being saluted worthy of homage; entitled to be saluted.