Jump to content

ନମସ୍ୟା

ଉଇକିଅଭିଧାନ‌ରୁ

ନମସ୍ୟା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ନମସ୍ୟର ସ୍ତ୍ରୀଲିଙ୍ଗ — Feminine of Namasya.

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ନମସ୍+ଭାବ. ଯ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ପୂଜା; ବନ୍ଦନା; ଅର୍ଚ୍ଚନା —୧. Worship; homage.
୨. ନମସ୍କାର —୨. Obeisance; bowing down.