Jump to content

ନମିତା ନିମିତ

ଉଇକିଅଭିଧାନ‌ରୁ

ନମିତା ନିମିତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ନିମିତାନିମିତ୍ୟ; ନିମିତ୍ୟାନିମିତ୍ୟ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସହଚର ଶବ୍ଦ)

[ସମ୍ପାଦନା]
୧. ପାରିବାରିକ ଶୁଭାନୁଷ୍ଠାନ ବା ଉତ୍ସବ; ବିବାହ ବ୍ରତ ଆଦି ଶୁଭକର୍ମମାନ —୧. Social ceremonies.
୨. ଉତ୍ସବ ଓ ବ୍ରତାଦି — ୨. Festivals and religious ceremonies.