Jump to content

ନମିବା

ଉଇକିଅଭିଧାନ‌ରୁ

ନମିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ନମ୍ ଧାତୁ)

[ସମ୍ପାଦନା]

ନମସ୍କାର କରିବା; ଦଣ୍ଡବତ ହେବା; ଗୋଡ଼ତଳେ ପଡ଼ିବା —To make obeisance; to bow down.

ସେ ନୃପ ସେହିକ୍ଷଣି ତାହାଙ୍କୁ ନମିବା କୃଷ୍ଣସିଂହ. ମହାଭାରତ ସଭା