Jump to content

ନମୋ

ଉଇକିଅଭିଧାନ‌ରୁ

ନମୋ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ନମଃ; ସଂସ୍କୃତରେ ଏହା ଅନ୍ୟ ଶବ୍ଦ ସନ୍ଧିରେ 'ନମୋ' ରୂପ ଧାରଣ କରେ, ମାତ୍ର ଓଡ଼ିଆରେ ଏହି ଆକାରରେ ପୃଥକ୍ ବ୍ୟବହୃତ ହୁଏ)

[ସମ୍ପାଦନା]

ଆପଣଙ୍କୁ ନମସ୍କାର; ନମସ୍ତେ — (interjection) Obeisance to you!

ବୋଇଲେ ନମୋ ମହେଶ୍ୱର ଭୂପତି. ପ୍ରେମପଞ୍ଚାମୃତ