ନମ୍ରାଙ୍ଗ
(ନମ୍ରାଙ୍ଗୀ, ନମ୍ରାଙ୍ଗା—ସ୍ତ୍ରୀ)
ସୁକୋମଳ ଶରୀର — Pliant body.
ସୁକୋମଳ ଶରୀରବିଶିଷ୍ଟ — Having soft limbs.