Jump to content

ନମ୍ର ପ୍ରକୃତି

ଉଇକିଅଭିଧାନ‌ରୁ

ନମ୍ର ପ୍ରକୃତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ନମ୍ର+ପ୍ରକୃତି)

[ସମ୍ପାଦନା]
୧. ଶିଷ୍ଟ ସ୍ୱଭାବ; ଭଦ୍ରତା —୧. Politeness.
୨. କୋମଳ ସ୍ୱଭାବ —୨. Meek nature.
୩. ବିନୟ —୩. Humble nature, humility.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

(ବହୁବ୍ରୀହି) ନମ୍ର ପ୍ରକୃତିକ (ଦେଖ) - Namra prakṛutika (See)