ନମ୍ର ମୁଖ
ଦେଖଣା
ନମ୍ର ମୁଖ
ଉଚ୍ଚାରଣ
[ସମ୍ପାଦନା](ନମ୍ରମୁଖୀ, ନମ୍ରମୁଖା—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - (କର୍ମଧା, ନମ୍ର+ମୁଖ)
[ସମ୍ପାଦନା]ଅବନତ ମସ୍ତକ; ନତମୁଖ — Head bent down; drooping head.
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)
[ସମ୍ପାଦନା]- ୧. ନତମୁଖ; ହେଠବଦନ; ଯାହାର ମୁହଁ ତଳକୁ ହୋଇଅଛି —୧. With the head bent down.
- ୨. ତଳକୁ ମୁହଁ କରିଥିବା — ୨. Facing downwards.
- ୩. ଲାଜକୁଳା; ଯେ ସର୍ବଦା ଲାଜରେ ମୁହଁ ତଳକୁ ପୋତି ଥାଏ —୩. Shy; always looking downwards on account of modesty; coy.