ନରକୋଳି
ଦେଖଣା
ନରକୋଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ନରକୋଳି
|
ନଅର କୋଳି, ନଦର କୋଳିଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲବଣୀ)
[ସମ୍ପାଦନା]ନଅରକୋଳି; ଅଅଁଳା କୋଳି ଜାତୀୟ ଏକ ପ୍ରକାର ଗଛ ଓ ତାର କୋଳି A kind of tree bearing acid berries; Otaheite Goose berry; cicca destitcha; Phyllan thus Distichus; Phyllanthus Longifolius.
[ଦ୍ରଷ୍ଟବ୍ୟ —ଏହାର କୋଳି ଖଟା ଓ କଷା ଏହାର ପତ୍ର କୋମଳ ତେଣୁ ଲୋକେ ଏହି ପତ୍ରରେ ଶଯ୍ୟା ରଚନା କରି ତହିଁରେ ବସନ୍ତ— ରୋଗୀକୁ ଶୁଆନ୍ତି ଏହା ଅଶୁରୀ, ଅର୍ଶ, କଫ, ଅତିସାର, ବ୍ରଣ, ଉପ— ଦଂଶ ଓ ପିତ୍ତନାଶକ ଶୁଭ କର୍ମ ଓ ଉତ୍ସବ ଉପଲକ୍ଷେ ଏହାର ଡାଳକୁ ଦଉଡ଼ିରେ ବାନ୍ଧି ଲୋକେ ପିଣ୍ଡା ଆଦିରେ ତୋରଣାକାରରେ ଝୁଲାନ୍ତି]