Jump to content

ନରକ କୁଣ୍ଡ

ଉଇକିଅଭିଧାନ‌ରୁ

ନରକ କୁଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନରକସ୍ଥ ବିଷ୍ଠା କୁଣ୍ଡ —୧. An abyass in hell for tormenting sinners; the ordure-pit in hell.

[ଦ୍ରଷ୍ଟବ୍ୟ —କୌଣସି କୌଣସି ପୁରାଣରେ ବିଭିନ୍ନ ଶ୍ରେଣୀର ପାପୀଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାର ୮୬:ଟି ନରକ କୁଣ୍ଡ ନୁର୍ଦ୍ଦିଷ୍ଟ ଥିବାର ଉଲ୍ଲେଖ ଅଛି, ଯଥା—ବିଷାକୁଣ୍ଡ, ବସାକୁଣ୍ଡ, ତୁପ୍ତକୁଣ୍ଡ, ସର୍ପକୁଣ୍ଡ, ପଯକୁଣ୍ଡ, ରୁଧରକୁଣ୍ଡ ଇତ୍ୟାଦି]

୨. (ଲକ୍ଷଣାର୍ଥ) ଅପରିସ୍କୃତ ଓ ଜଘନ୍ୟ ସ୍ଥାନ — ୨. (figurative) A dirty and filthy place.
୩. ବିଷ୍ଠାକୁଣ୍ଡ —୩. A tub or pot filled with ordure.