ନରକ ଗତି
ଦେଖଣା
ନରକ ଗତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍; ନରକ+ଗତି)
[ସମ୍ପାଦନା]- ୧. ପାପକାର୍ଯ୍ୟ କରିଥିବା ହେତୁ ମୃତ୍ୟୁ ପରେ ନରକଆଡ଼କୁ ଯିବା —୧. Advancing in the path leading to the Hell after death (as a result of one's sins).
- ୨. ପାପକର୍ମ ଯୋଗୁଁ ମୃତ୍ୟୁ ପରେ ନରକରେ ପଡ଼ିବା — ୨. Falling in to the Hell after death for one's sins.