Jump to content

ନରକ ଚତୁର୍ଦ୍ଦଶୀ

ଉଇକିଅଭିଧାନ‌ରୁ

ନରକ ଚତୁର୍ଦ୍ଦଶୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କାର୍ତ୍ତିକ କୃଷ୍ଣଚତୁର୍ଦ୍ଦଶୀ; ଭୂତରତୁର୍ଦ୍ଦଶୀ — The ୧୪th day of the dark fortnight of Kārttika.

[ଦ୍ରଷ୍ଟବ୍ୟ —ଏ ଦିନ ୧୪: ପ୍ରକାର ଶାଗ ଖାଇବାକୁ ହୁଏ ଏବଂ ଅପାମାର୍ଗ ଡାଳ ଖଣ୍ଡେ ମୁଣ୍ଡ ଚାରିପାଖରେ ବୁଲାଇବାକୁ ହୁଏ]