Jump to content

ନରକ ଯନ୍ତ୍ରଣା

ଉଇକିଅଭିଧାନ‌ରୁ

ନରକ ଯନ୍ତ୍ରଣା

ଉଚ୍ଚାରଣ

[ସମ୍ପାଦନା]

(ନରକଯାତନା—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; କର୍ମଧା; ନରକ+ଯନ୍ତ୍ରଣା)

[ସମ୍ପାଦନା]

ନରକରେ ଦଣ୍ଡିତ ପାପୀର ଅନୁଭୂତ ଦୁଃଖ — The torments of the Hell.