ପ୍ରାଦେଶିକ - (ଗଡ଼ାଜାତ) ବିଶେଷ୍ୟ -
[ସମ୍ପାଦନା]
ନରଘଣ୍ଟା ନାମକ ଦେବତାଙ୍କୁ ପୂଜା କରି ଶିକାରୀ ଯେଉଁ ଶିକାର କରିବା ଅନୂକୂଳ କରେ —A chase in which a person starts after worshipping a Deity named Naraghaṇṭā.
[ ଦ୍ର—ଏହିପରି ଦେବତାଙ୍କ ନାମାନୁସାରେ କାଳୀବେଣ୍ଟ, ମଙ୍ଗଳାବେଣ୍ଟ ଇତ୍ୟାଦି ହୁଏ]