Jump to content

ନରଙ୍ଗ

ଉଇକିଅଭିଧାନ‌ରୁ

ନରଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନ ଧାତୁ+ସଂଜ୍ଞାର୍ଥେ+ଅଙ୍ଗ)

[ସମ୍ପାଦନା]
୧. ବରୁଣ; କାଠ— ବରୁଣ —୧. Pimples.
୨. ପୁରୁଷର ଜନନେନ୍ଦ୍ରିୟ; ମେହନ — ୨. Penis; male organ.
୩. ନାରଙ୍ଗ ଗଛ (ହିନ୍ଦୀ - ଶ) (ଦେଖ) - ୩. Nāraṅga (tree) (See)



ନରଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ନର+ଅଙ୍ଗ)

[ସମ୍ପାଦନା]
୧. ପୁରୁଷ ଜନନେନ୍ଦ୍ରିୟ —୧. Penis (Apte).
୨. କାଠ ବରୁଣ — ୨. Eruption on the face (Apte).