Jump to content

ନରଭୂକ୍

ଉଇକିଅଭିଧାନ‌ରୁ

ନରଭୂକ୍

ଉଚ୍ଚାରଣ

[ସମ୍ପାଦନା]

ନରବିଷ୍ୱଣ, ନରଭକ୍ଷୀଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ନର+ଭୂଜ୍ ଧାତୁ+କର୍ତ୍ତୃ. କ୍ୱିପ୍; ନରଭୂଜ୍ ଶବ୍ଦ; ୧ମା. ୧ବ.)

[ସମ୍ପାଦନା]
୧. ନରମାଂସଭୋଜୀ — ୧. Cannibal.
୨. ରାକ୍ଷାସ; ପିଶାଚ —୨. Goblin.