ନରମାନିକା
ନରମାନିନୀ, ନରମାଳିନୀ,ଅନ୍ୟରୂପ
ମରଚିହ୍ନଧାରିଣୀ ସ୍ତ୍ରୀ; ଯେଉଁ ସ୍ତ୍ରୀଠାରେ ଶ୍ମଶ୍ରୁ ଆଦି ପୁରୁଷ ଚିହ୍ନ ଲକ୍ଷିତ ହୁଏ —A man-like woman; an amazon; a masculine woman; a woman with a beard (Apte).