Jump to content

ନରମ ଗରମ

ଉଇକିଅଭିଧାନ‌ରୁ

ନରମ ଗରମ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ବିପରୀତାର୍ଥ ସହଚର ଫାରାସୀ - ନର୍ମ+ଗର୍ମ)

[ସମ୍ପାଦନା]

ଥଣ୍ଡା ଓ ଉଷ୍ଣ —Hot and cold.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କଡ଼ା ଓ ଥଣ୍ଡା କଥା —୧. Harsh and tender words; rude and polite words.
୨. କଡ଼ା ଓ ନମ୍ର କଥାର ମିଶ୍ରଣ —୨. A mixture of rude and polite expressions.