Jump to content

ନରସିଂହ ବାଜପେୟୀ

ଉଇକିଅଭିଧାନ‌ରୁ

ନରସିଂହ ବାଜପେୟୀ

ଉଚ୍ଚାରଣ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ନାମ) —

ଜନୈକ ଉତ୍କଳୀୟ ସ୍ମୃତିକାର —An oriya compiler of social laws in Sanskrit.

[ଦ୍ରଷ୍ଟବ୍ୟ —'ନିତ୍ୟାଚାର ପଦ୍ଧତି' ଓ 'ପ୍ରତିଷ୍ଠା ପଦ୍ଧତି' ଏହାଙ୍କ ରଚିତ ଗ୍ରନ୍ଥମାନଙ୍କ ମଧ୍ୟରେ ପ୍ରଧାନ ଏ 'ରାଜଗୁରୁ' ଉପାଧି ପାଇଥିଲେ]