ନରସିଂହ ସେଣ
ଜନୈକ ବଙ୍ଗାଳୀ କବି — Bengali poet who composed two Oriya poems.
[ ଦ୍ର—ଏ ଓଡ଼ିଆରେ 'ପରିମଳା' ଓ 'ଭାବବତୀ ମୋଚନ' ନାମରେ ଦୁଇ ଖଣ୍ଡି ପୁସ୍ତକ ଲେଖିଅଛନ୍ତି—ତାରିଣୀ ଉତ୍କଳ ସାହିତ୍ୟ ଇତିହାସ]